ଝାରସୁଗୁଡା ବିମାନବନ୍ଦରକୁ ଲାଇସେନ୍ସ ମିଳିଲା, ଖୁବ ଶୀଘ୍ର ଉଡାଣ

ଭୁବନେଶ୍ୱର : ଝାରସୁଗୁଡାରେ ହୋଇଛି ରାଜ୍ୟର ୨ୟ ବିମାନବନ୍ଦର । ଝାରସୁଗୁଡା ଏୟାରପୋର୍ଟକୁ ଆଜି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ( ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦିଆଯାଇଛି । ଏହା ଫଳରେ ଏହି ଏୟାରପୋର୍ଟରୁ ସିଡ୍ୟୁଲଡ ଅପରେସନ ଆରମ୍ଭ ହୋଇପାରିବ । ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ଆଗାମୀ ଦିନରେ ରାଉରକେଲା, ଜୟପୁର … Continue reading ଝାରସୁଗୁଡା ବିମାନବନ୍ଦରକୁ ଲାଇସେନ୍ସ ମିଳିଲା, ଖୁବ ଶୀଘ୍ର ଉଡାଣ